Prathama Premara OdiaSMS by OdiaWeb.com
Prathama Premara OdiaSMS by OdiaWeb.com
ତୁମକୁ ମୁଁ ଝୁରି ରହିବି ଦେବତା ତୁମରି ପ୍ରେମକୁ ଚାହିଁ ଏ ଜୀବନେ ଯଦି ନ ପାଇ ପାରିବି ଆର ଜନ୍ମଯାଏ ମୁହିଁ
ସଜା ଫୁଟା ଫୁଲ ମୁହଁଟି ତୁମର ଲାଜ ଲାଜ ଭରା ହସ ଆଖିରେ ଆଖିଏ ସପନ ଲୁଚିଛି ଭାଙ୍ଗୁଛି ସଦା ଅଳସ
ସୁନୀଳ ଆକାଶେ ଟିକି ବାର୍ଡ ଦୁହେଁ କରିବା ତ ଆମେ ଫ୍ଲାଇଙ୍ଗ୍ ଜୀବନର ସବୁ ସୁଖ ସପନକୁ କରିବା ଏଥର ଟ୍ରାଇଙ୍ଗ
ସାରା ଦୁନିଆଁରେ ସବୁ ଫୁଲ ଠାରୁ ସୁନ୍ଦର ତ ହସଫୁଲ ହସ ଫୁଲଟିକୁ ଭଲ ପାଏ ଯିଏ ସେଇ ଅଟେ ସିନା ଭଲ
ସପ୍ତାହକୁ ଥରେ ଚିଠିଖଣ୍ଡେ ଦେଇ ହତାଶା ମନକୁ ନେଇ ଅବୁଝା ମନକୁ ବୁଝାଇବ ପ୍ରିୟ ନିବେଦନ କରେ ମୁହିଁ
ତୁମେ ମୋ ସର୍ବସ୍ୱ ତୁମେ ଆହେ ପ୍ରିୟ ନିଅ ତୁମେ ମୋତେ ଧରି ତୁମ ବିନା କେହି ନାହାଁନ୍ତି ଭରସା ତୁମେ ମୋ ପ୍ରେମ ପୂଜାରୀ
ତୁମେ ପ୍ରାଣଧନ ମୋ ଜୀବନ ଧନ ତୁମେ ମୋର ଗତିମୁକ୍ତି ତୁମରି ପ୍ରେମରେ ପ୍ରେମିକା ସାଜିଛି ଝୁରୁଛି ମୁଁ ଦିବାରାତ୍ରି
ତୁମେ ମୋତେ ପଛେ ବିବାହ ନ ହୁଅ ଶେଷ ଦେଖା ଯିବ ଦେଇ ମୋହରି ସମାଧି ଦେଖିଯିବ ଥରେ ଆମ ଗାଁ ରାସ୍ତାକୁ ନେଇ
ତୁମରି ରୂପକୁ ହ୍ୄଦୟ ଆଇନା ନିତି ନିତି ଦେଖୁଥାଇ ସତ ଆଇନାରେ ସତ ରୂପ ତୁମ ନିତି ମୋ ପାଶେ ଆସଇ